Month: June 2023

ଜଟଣୀ ବିକାଶ ପରିଷଦ ପକ୍ଷରୁ ମହମବତୀ ଶୋଭାଯାତ୍ରା

ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ…

ଡକାୟତି ଯୋଜନା ପଣ୍ଡ, ୫ ପେଷାଦାର ଲୁଟେରା ଗିରଫ

ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ଏକ ବିରାଟ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଆଉ ଗିରଫ କଲା ୫ପେଷାଦାର ଲୁଟେରାଙ୍କୁ। ସୂଚନା ଅନୁସାରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ପାଖରେ ଡକାୟତି ଯୋଜନା…

ଜଟଣୀ ବିଜେଡି ପକ୍ଷରୁ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଦୀପଦାନ

ଜଟଣୀ: ଜଟଣୀ ବିଜେଡି ତରଫରୁ ସ୍ଥାନୀୟ ଡମଣେଇ ମନ୍ଦିର ପରିସରରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୀପ ଦାନ କରାଯାଇଛି। ଜଟଣୀ ବିଜେଡିର କର୍ମୀ ମାନେ ଦୁଇ ମିନିଟ ନିରବ ପାର୍ଥନା…

ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ, ଦୀପଦାନ କଲେ ବାପା, ମା’

ଜଟଣୀ: ଜଟଣୀ ବ୍ଳକ ଅଧିନ ରାଣୀପୁର ବାପା ମାଙ୍କ ସେବାଶ୍ରମରେ ରହୁଥିବା, 43ଜଣ ଅସହାୟ ବାପା, ମା’ ମାନେ, ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା, ବ୍ୟକ୍ତିଙ୍କ ଆମର ଆତ୍ମାର ସଦଗତି ପାଇଁ ଦୀପ ଦାନ କରିଛନ୍ତି।…

ବାହାନଗା ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ। ଅନେକ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତି…

ଦୁର୍ଘଟଣା ସ୍ଥାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ

ବ୍ୟୁରୋ: ଶୁକ୍ରବାର ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ବାହାନଗାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେମାନଙ୍କ ସହ ଅଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ, 5T ସଚିବ ଭି.କେ. ପଣ୍ଡିଆନ ଓ ସମସ୍ତ ବରିଷ୍ଠ ଅଧିକାରୀ।…

ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ, ୨୩୩ମୃତ୍ୟୁ, ୯୦୦ରୁ ଉର୍ଦ୍ଧ ଆହତ

ବ୍ୟୁରୋ: ବାଲେଶ୍ଵର ବହାନାଗା ନିକଟରେ ହୋଇଛି ଭୟଙ୍କର ଟ୍ରେନ ଦୁର୍ଘଟଣା। ଏଥିରେ ୨୩୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା୭ଟା ସମୟରେ ବାହାନାଗା ରେଲୱେ ଷ୍ଟେସନର…

ଅବହେଳିତ ଅବସ୍ଥାରେ ବଡକୁଳ ପାନ୍ଥନିବାସ ଚିଲଡ୍ରେନ ପାର୍କ

ଖୋର୍ଦ୍ଧା: ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥନିବାସରେ ନିର୍ମାଣ ହୋଇଥିଲା ଚିଲଡ୍ରେନ ପାର୍କ। ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ । କିନ୍ତୁ ଦୁଃଖର ବିଷୟ କର୍ମଚାରୀଙ୍କ ଅବହେଳା ପାଇଁ ଏହି ପାର୍କ ଏବେ ପର୍ଯ୍ୟଟକଙ୍କ ପାଇଁ…

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି…