Day: June 1, 2023

ଅବହେଳିତ ଅବସ୍ଥାରେ ବଡକୁଳ ପାନ୍ଥନିବାସ ଚିଲଡ୍ରେନ ପାର୍କ

ଖୋର୍ଦ୍ଧା: ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋର୍ଦ୍ଧା ଜିଲ୍ଲା ବଡକୁଳ ପାନ୍ଥନିବାସରେ ନିର୍ମାଣ ହୋଇଥିଲା ଚିଲଡ୍ରେନ ପାର୍କ। ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ । କିନ୍ତୁ ଦୁଃଖର ବିଷୟ କର୍ମଚାରୀଙ୍କ ଅବହେଳା ପାଇଁ ଏହି ପାର୍କ ଏବେ ପର୍ଯ୍ୟଟକଙ୍କ ପାଇଁ…

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ଜଟଣୀ: ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁମୁଳୁ ପାଇଁ ଜନସାଧାରଣ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ତା ସହ ଅଘୋଷିତ ବିଦ୍ୟୁତ କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜଟଣୀ ନଗର ବିଜେପି ସଭାପତି ତିରୁପତି…

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ଖୋର୍ଦ୍ଧା: ଜଟଣୀ ବ୍ଲକ ଅଧିନ ପାଣିଅରା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଚନ୍ଦକା ରୁ ପାଣିଅରା ଆଡକୁ ଆସୁଥିବା ଏକ କାର, ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ…

ପିର ବାବାଙ୍କ ପାଖରେ ଦୁଆ ମାଗିଲେ ସନ୍ତୋଷ ଜେନା

ଖୋର୍ଦ୍ଧା: ପିର ବାବା ହାଜରତ ଦୁଡ଼ଦିସା ଆଲା ରାମହେମତଉଲାହୀ ବକରାତୁହୁଙ୍କ 39 ତମ ଉର୍ଷ ଉତ୍ସବ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଏହି ଉତ୍ସବ ବେଶ ଆନନ୍ଦ ଉଲ୍ଲାସ ସହ ପାଳିତ କରାଯାଇଥାଏ। ପିର ବାବାଙ୍କ କାଦିମଦାର ସେକ ନିୟାଜଙ୍କ ପ୍ରଚେଷ୍ଟାରେ…